top of page
ଜାତି ସାର୍ଟିଫିକେଟ୍ ପାଇଁ ଆବସ୍ୟକ ଡକ୍ୟୁମେଣ୍ଟ
୧)ଆଧାର(ନିଜର ଓ ବାପଙ୍କର)
୨) ବିବାହିତା ସ୍ତ୍ରୀ ପାଇଁ-ଆଧାର (ନିଜର,ବାପଙ୍କାର, ସ୍ୱାମୀଙ୍କର ନିଜର ସ୍କୁଲ ସାର୍ଟିପିକେଟେ,ବାପା ଘର ପଟା ସ୍ୱାମୀ ଘର ପଟ୍ଟା)
୩) ପଟା, ପାଉତି
ମନେ ରଖନ୍ତୁ ଫର୍ମର ଜାଉନ୍ ସ୍ଥାନ ରେ ଷ୍ଟାର ମାର୍କ ଅଛି ସେଇ ଜଗା ଗୁଡିକୁ ପୁରାଣ କରିବI ନିହାତି ଅବଶ୍ୟକ
bottom of page

