୧ - ସର୍ତ୍ତ -- ମୁଁ ମୋର କାମ କୁ ସୁଚାରୁ ରୁପେ ସମ୍ପାଦାନ କରିବି l କାମ ରେ କୌଣସି ଅବହେଳା ନାହିଁ l ମାଲିକ କିମ୍ବା ଅନ୍ୟ ଲୋକ ମାନଙ୍କ ପ୍ରତି ଦୁର୍ବ୍ୟବହାର କିମ୍ବା ଖରାପ୍ କଥା ପ୍ରୟୋଗ କରିବି ନାହିଁ ଯଦି କରେ ,ତେବେ ଏହାର ପରିଣାମ ମୁଁ ନିଜେ ଭୋଗିବି କମ୍ପାନୀର କିମ୍ବା କୌଣସି ଅନ୍ୟଲୋକ ଏଥିପ୍ରତି ଦାଇ ନୁହ l
୨ - ସର୍ତ୍ତ -ମୁଁ ଓ ମାଲିକ ମଧ୍ୟରେ ହୋଇଥିବା ସର୍ତ୍ତ ଅନୁଯାଇ କାମ କରିବି *